Monday, 26 November 2018

देहली पुलिस ने ३ आईएस आतंकियों को गिरफ्तार किया, हथियार और विस्फोटक बरामद, बड़ी वारदात को देनेवाले थे अंजाम

रविवार को देहली पुलिस ने जम्मू-कश्मीर से जुड़े ‘इस्लामिक स्टेट’ के तीन आतंकियों को गिरफ्तार किया है। गिरफ्तार आतंकियों के पास से हथियार और विस्फोटक बरामद किया गया है। अभी तक मिली जानकारी के अनुसार आतंकी किसी बड़ी साजिश को अंजाम देने की फिराक में थे। गिरफ्तार किए गए आतंकियों की शिनाख्त हो चुकी है। इनमें से एक ताहिर अली खान, दूसरा हारिस मुस्ताक खान और तीसरे का नाम आसिफ सुहैल नदफ है।
गौरतलब है कि मंगलवार को देहली पुलिस ने २ आतंकियों के शहर में दाखिल होने की सूचना दी थी और लोगों को एलर्ट रहने को कहा था। इस दौरान पुलिस ने संदिग्धों की तस्वीर भी जारी की थी। इससे पहले भी सितंबर महीने में देहली पुलिस की स्पेशल सेल ने आईएस के दो आतंकियों को गिरफ्तार किया था।
बीते कुछ दिनों में देश में आतंकियों गतिविधियों को लेकर सुरक्षा एजेंसिया लगातार एलर्ट जारी कर रही हैं। इससे पहले भी देहली में ७ आतंकियों के घुसे होने की आशंका जाहिर की जा चुकी है। वहीं, देश के दूसरे हिस्सों में भी आतंकी गतिविधि को देखते हुए सुरक्षा एजेंसियां चौकन्ना हैं।
पिछले सप्ताह ही पंजाब के अमृतसर में हुए ब्लास्ट ने सभी को सन्न कर दिया। अमृतसर ब्लास्ट में पाकिस्तान के सहयोग से खालिस्तान समर्थित आतंकियों की भूमिका की बात सामने आई। वहीं, मंगलवार को देहली पुलिस ने हिज्बुल मुजाहिदीन के एक आतंकी को गिरफ्तार किया था।
स्त्रोत : जनसत्ता

जम्मू-कश्मीर : पूर्व पुलिस अधिकारी बशारत अहमद वागे का अपहरण के बाद हत्या

पूर्व एसपीओ बशारत अहमद वागे
जम्मू कश्मीर के शोपियां जिले में शुक्रवार को अगवा किए गए एक पूर्व विशेष पुलिस अधिकारी (एसपीओ) की गोली मार कर हत्या कर दी गई। एक पुलिस अधिकारी ने बताया कि पूर्व एसपीओ बशारत अहमद वागे का गोलियों से छलनी शव उनके अगवा होने के कुछ घंटों बाद बरामद कर लिया गया।
इससे पहले कुछ अज्ञात बंदूकधारियों ने वागे के साथ दो अन्य लोगों, जाहिद अहमद वागे और रियाज अहमद वागे को अगवा कर लिया था। पुलिस अधिकारी ने बताया कि संदिग्ध आतंकियों ने जाहिद और रियाज को रिहा कर दिया है।
उधर पुलवामा जिले में सेना का मुखबिर होने के नाम पर एक नागरिक की हत्या के दो दिन बाद आतंकियों ने शनिवार को शोपियां में १९ साल के शख्स का अपहरण कर उसकी जान ले ली थी। एक पुलिस अधिकारी ने कहा था, ‘आतंकवादियों ने शनिवार को शोपियां जिले में आतंक की जघन्य घटना में एक नागरिक की हत्या कर दी। दिन में सैदपुरा इलाके में उनका अपहरण कर लिया गया था।’
उन्होंने बताया था कि दक्षिण कश्मीर के इस जिले में हरमाईं गांव के एक बगीचे से शव मिला जिसका गला कटा हुआ था। मृतक की पहचान पड़ोसी कुलगाम जिले के मंझगाम निवासी हुजैफ अशरफ (१९) के तौर पर की गयी है।
अधिकारी ने बताया था , ‘हुजैफ के शव को उसके परिवार को सौंप दिया गया है !’ पुलिस ने बताया था कि आतंकियों ने सफानगरी क्षेत्र के निवासी नदीम मंजूर का गुरुवार की रात अपहरण करने के बाद हत्या कर दी थी।
स्त्रोत : न्यूज 18

Thursday, 25 October 2018

भावनगर (गुजरात) : व‍िश्व हिन्दू पर‍िषद के अध्यक्ष जयेश गुजरीया की जिहादीयों द्वारा सरेआम हत्या, ४ ग‍िरफ्तार




गुजरात में भावनगर ज‍िले की महुआ तहसील में रहनेवाले स्थानीय व‍िश्व हिन्दू पर‍िषद (वीएचपी) के अध्यक्ष जयेश गुजरीया (२२ साल) पर जिहादीयों ने हमला कर दिया। घटना मंगलवार देर रात की है। इस हमले में उनके साथ मौजूद अन्य २ लोगों को भी श‍िकार बनाया गया। जयेश को अस्पताल ले जाया गया जहां उसकी मौत हो गई। जयेश को हाल ही में महुआ वीएचपी शाखा का अध्यक्ष घोष‍ित क‍िया था।
इस मामले में चश्मदीद का कहना है क‍ि बाइक पर आए ४ लोगों ने तलवार, छुरी और पाइप के जर‍िए जयेश पर हमला किया था। मौके पर मौजूद लोग जब बीच-बचाव करने आए तो उन्हें भी मारा गया। इस हमले में जयेश बुरी तरह घायल हो गया था। उसे अस्पताल ले जाया गया लेक‍िन बचाया नहीं जा सका। जयेश पर हमला करनेवाले चारों आरोपी घटनास्थल से फरार हो गए थे।

नवरात्र में बैनर लगाने की वजह से गई जान

हत्या के जो कारण सामने आ रहे हैं उसके अनुसार, जयेश पर वार करनेवाले बार-बार कह रहे थे क‍ि नवरात्र में बैनर क्यूं लगाया गया। जयेश को लोग  इस इलाके में गौरक्षा के ल‍िए भी जानते हैं। उन्होंने गौरक्षा के ल‍िए अपने ज‍िले में साइक‍िल यात्रा भी न‍िकाली थी।

मामले में ४ लोगों की ग‍िरफ्तारी

फ‍िलहाल, पुल‍िस ने इस मामले में ४ लोगों को ग‍िरफ्तार कर ल‍िया है जिनमें ३ के नाम असलम पे, इमरान और बापुडी मियां हैं। चौथे का नाम पुल‍िस बता नहीं रही है। पु‍लिस के अनुसार, जयेश और कुछ लोगों के बीच नवरात्र में भी मारपीट हो चुकी है। जयेश की हत्या के बाद इलाके में बड़े पैमाने पर पुलिस सुरक्षाकर्मी तैनात कर द‍िए गए हैं।
स्त्रोत : झी न्यूज

Tuesday, 23 October 2018

ଅନୁପ୍ରବେଶ ଉଦ୍ୟମ ବ୍ୟଥ ର୍ ୩ ଯବାନ୍ ସହିଦ୍, ୫ ଆତଙ୍କବାଦୀ ଓ ୭ ସାଧାରଣ ନାଗରିକ ମୃତ


ଜାମ୍ମୁ,୨୨/୧୦ : ଜାମ୍ମୁ-କାଶ୍ମୀରର ରାଜୌରୀ ଓ କୁଲଗାଓଁ ଜିଲ୍ଲାରେ ଗୁଳିବିନିମୟ ଘଟି ୩ ଜଣ ଯବାନ ସହିଦ୍ ହୋଇଥିବାବେଳେ ୫ ଆତଙ୍କବାଦୀ ଓ ୫ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ରବିବାର ଅପରାହ୍ନରେ ରାଜୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଅନୁପ୍ରବେଶକାରୀ ଓ ସୈନିକଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ୩ ଜଣ ଯବାନ ସହିଦ ହୋଇଛନ୍ତି । ଏହି ଘଟଣାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ପାକିସ୍ତାନୀ ଅନୁପ୍ରବଶେକାରୀ ପ୍ରାଣ ହରାଇଛନ୍ତି । ଶହୀଦ ଜବାନ ମାନେ ହେଲେ ହାବିଲଦାର କୌଶଲ କୁମାର (ନୌସେରା ନିବାସୀ) ଲ୍ୟାନ୍ସ ନାଇକ ରଣଜିତ ସିଂହ (ଡୋଡା ନିବାସୀ) , ରାଇଫଲ ମ୍ୟାନ ରଜତ କୁମାର ବାଶନ(ପାଲନୱାଲା ନିବାସୀ) । ମୃତ ପାକ ଅନୁପ୍ରବେଶକାରୀଙ୍କ ନିକଟରୁ ୨ଟି ଏକେ ୪୭ ରାଇଫଲ ସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଜଣେ ସେନା ଅଧିକାରୀ କହିଛନ୍ତି । ଗୁଳିବିନିମୟରେ ଜଣେ ଯବାନ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଉଦ୍ଦାମପୁର କମାଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଛି । ଏହା ପୂର୍ବରୁ ରବିବାର ସକାଳେ ଦକ୍ଷିଣ କାଶ୍ମୀରର କୁଲଗାଓଁ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ୫ ଜଣ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି । ପୁଲିସ ମୁଖପାତ୍ର କହିବା ଅନୁସାରେ ଲାରୁ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ତଲାସ ଅଭିଯାନ ଚଳାଇଥିବାବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୩ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ଗୁଳିବିନିମୟ ଶେଷ ହେବା ପରେ ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ଅଞ୍ଚଳକୁ ଯାଞ୍ଚ କରିଥିଲେ । ଏହି ସମୟରେ ସାଧାରଣ ନାଗରିକଙ୍କୁ ଗୁଳିବିନିମୟସ୍ଥଳ ନଯିବା ପାଇଁ କୁହାଯାଇଥିଲା । ମାତ୍ର ସ୍ଥାନୀୟ ଅଞ୍ଚଳ ଲୋକେ ଗୁଳିବିନିମୟ ସ୍ଥଳକୁ ବହୁ ସଂଖ୍ୟାରେ ଚାଲିଆସିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ନିକ୍ଷେପ କରିଥିବା ବିସ୍ଫୋରକ(ଗ୍ରେନେଡ) ବିସ୍ଫୋରଣ କରିଥିଲେ । ଏହି ବିସ୍ଫୋରଣରେ ୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ପ୍ରାୟ ୪୦ ଜଣ ଆହତ ହୋଇଥିବା କୁଲଗାଓଁ ଡେପୁଟି ପୁଲିସ କମିଶନର କହିଛନ୍ତି । ପ୍ରାଥମିକ ରିପୋର୍ଟ ଅନୁଯାୟୀ ସେମାନଙ୍କ ମଧ୍ୟରେ ଜଣେ ୧୦ ବର୍ଷର ବାଳକ ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଳା ଏହି ଘଟଣାକୁ ଦୁଃଖଦାକୟ ବୋଲି କହିଛନ୍ତି ।

Wednesday, 10 October 2018

ଜୈସ ସହ ସମ୍ପର୍କ ;୩ ଛାତ୍ର ଗିରଫ


ନୂଆଦିଲ୍ଲୀ, ୧୦/୧୦: ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଓ ଅନସର ଗଜୱତ ଉଲ୍‍ ହିନ୍ଦ ସହିତ ସମ୍ପର୍କ ରଖିବା ଅଭିଯୋଗରେ ଜଳନ୍ଧରରୁ ୪ ଜଣ ଛାତ୍ରଙ୍କୁ ଗିରଫ କରାଯାଇଛି  । ସେମାନଙ୍କ ନିକଟରୁ ବହୁ ପରିମାଣର ବିସ୍ଫୋରକ, ବନ୍ଧୁକ ଓ ପିସ୍ତଲ ଜବତ ହୋଇଛି  । ଜମ୍ମୁ ଓ କାଶ୍ମୀର ଏବଂ ପଞ୍ଜାବ ପୁଲିସର ମିଳିତ ଅଭିଯାନରେ ସେମାନଙ୍କୁ ଗିରଫ କରାଯାଇଥିବା ସୂଚନା ମିଳୁଛି  । ପଞ୍ଜାବ ପୁଲିସ ଡିଜି ସୁରେଶ ଆରୋରା କହିଛନ୍ତି ଯେ, ଜଳନ୍ଧରର ସିଟି ଇନ୍‍ଷ୍ଟିଚ୍ରୁ୍ୟଟ୍‍ ଅଫ୍‍ ଇଂଜିନିୟରିଂ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି ପ୍ରତିଷ୍ଠାନରେ ଏହି ଛାତ୍ରମାନେ ପାଠ ପଢୁôଥିଲେ  । ଆଜି ପ୍ରାୟ ୯୦ ଜଣ ପୁଲିସ ଜଳନ୍ଧରର ଶାହାପୁରରେ ଥିବା ଏହି କଲେଜ୍‍ର ହଷ୍ଟେଲ୍‍ ଉପରେ ଅଚାନକ ଚଢ଼ାଉ କରିଥିଲେ  । ଚଢ଼ାଉ ସମୟରେ କଲେଜ୍‍ କର୍ତ୍ତୃପକ୍ଷ ହଡ଼ବଡ଼େଇ ଯାଇଥିଲେ  । କଲେଜରେ ଆତଙ୍କବାଦୀ କେଉଁଠୁ ଆସିଲେ ବୋଲି ପ୍ରଶ୍ନ କରିଥିଲେ  । ତାଙ୍କର କୌଣସି ପ୍ରଶ୍ନର ଉତ୍ତର ନଦେଇ ସୁରକ୍ଷାକର୍ମୀମାନେ ହଷ୍ଟେଲ୍‍ ଽ ବହୁ ପରିମାଣର ବିସ୍ଫୋରକ, ବନ୍ଧୁକ ଓ ପିସ୍ତଲ ଜବତ ଭିତରକୁ ଧସେଇ ପଶିଥିଲେ  । ସେଠାରେ ଜାହିଦ ଗୁଲଜାର, ମହମ୍ମଦ ଇଦ୍ରିସ ଶାହା, ନଦୀମ ଓ ୟୁସୁଫ ରଫିକ ଭଟ୍ଟ ନାମକ ୪ ଜଣ ଯୁବକଙ୍କୁ ଉଠାଇ ନେବା ସହ ତାଙ୍କ ମୁହଁରେ ଅଖା ଘୋଡ଼ାଇ ଟେକି ନେଇଥିଲେ  । ଏଥିସହିତ ସେମାନଙ୍କ କକ୍ଷରେ ବିପୁଳ ପରିମାଣର ବିସ୍ଫୋରକ ଓ ବନ୍ଧୁକ ଜବତ ହେବା କଲେଜ୍‍ ଓ ହଷ୍ଟେଲ୍‍ କର୍ତ୍ତୃପକ୍ଷଙ୍କୁ ବିସ୍ମିତ କରିଛି  । ସେମାନେ ଟ୍ୱିଟର ଜରିଆରେ ଆତଙ୍କବାଦୀ ସଂଗଠନ ସହ ସମନ୍ୱୟ ରକ୍ଷା କରି କାମ କରୁଥିବା ପୁଲିସ କହିଛି  ।

Sunday, 7 October 2018

ଘାଟିରେ ସକ୍ରିୟ ଅଛନ୍ତି ୩୦୦ ଆତଙ୍କବାଦୀ


ଶ୍ରୀନଗର, ୭/୧୦ : ଜମ୍ମୁ-କାଶ୍ମୀରରେ ନିର୍ବାଚନ ପ୍ରକ୍ରିୟା ଜୋର୍‍ ଧରିଥିବାବେଳେ ସେନା ପକ୍ଷରୁ ୨ ମାସରୁ ଅଧିକ ସମୟ ଧରି ଅପରେସନ୍‍ ଅଲ୍‍ଅଉଟ ଚାଲିଛି  । ଅନ୍ୟପଟେ ସେନାକୁ ମିଳିଥିବା ସୂଚନାନୁଯାୟୀ, ସୀମାନ୍ତ ଘାଟିରେ ପ୍ରାୟ ୩୦୦ରୁ ଅଧିକ ଆତଙ୍କବାଦୀ ଜମ୍ମୁ-କାଶ୍ମୀରରେ ସକ୍ରିୟ ରହିଥିବାବେଳେ ୨୫୦ରୁ ଅଧିକ ଆତଙ୍କବାଦୀ ସୀମାରେ ପ୍ରବେଶ କରିବାକୁ ପ୍ରସ୍‍ୁତ ହୋଇ ରହିଛନ୍ତି  । ପାକିସ୍ତାନରେ ସରକାର ବଦଳିଲେ ମଧ୍ୟ ସୀମାନ୍ତରେ ଅନୁପ୍ରବେଶକାରୀଙ୍କ ସଂଖ୍ୟାରେ କୌଣସି ପାର୍ଥକ୍ୟ ଦେଖାଯାଉ ନାହିଁ  । ସୂଚନାଥାଉ କି, ସେନା ପକ୍ଷରୁ କାଶ୍ମୀରରେ ଅପରେସନ୍‍ ଅଲ୍‍ଆଉଟ୍‍କୁ ସଫଳ କରିବାକୁ ବ୍ଲୁପ୍ରିଣ୍ଟ ତିଆରି ହୋଇଥିଲା  । ଏଥିନିମନ୍ତେ କାଶ୍ମୀର ମଧ୍ୟରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା  । ସେନା ଅଦ୍ୟାବଧି ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିବା ବେଳେ ଆହୁରି ୩୦୦ ଆତଙ୍କବାଦୀ କାଶ୍ମୀରରେ ସକ୍ରିୟ ରହିଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି 

Friday, 5 October 2018

ଆତଙ୍କବାଦୀଙ୍କ ଗୁଳିରେ ୨ ମୃତ, ୧ ଆହତ


ଶ୍ରୀନଗର,୫ ।୧୦ : ପୌର ନିର୍ବାଚନ ପୂର୍ବରୁ ଆତଙ୍କବାଦୀମାନେ ଜାମ୍ମୁ-କାଶ୍ମୀରରେ ଆତଙ୍କ ସୃଷ୍ଟି ପାଇଁ ଉଦ୍ୟମ କରିଛନ୍ତି । ଆତଙ୍କବାଦୀଙ୍କ ଗୁଳିରେ ୨ ଜଣ ନାଗରିକ ପ୍ରାଣ ହରାଇଥିବାବେଳେ ଜଣେ ଆହତ ହୋଇଛନ୍ତି । ଶ୍ରୀନଗର କେନ୍ଦ୍ରସ୍ଥଳରେ ଶୁକ୍ରବାର ସକାଳେ ଘଟିଛି ଏହି ଘଟଣା । ମୃତକ ୨ ଜଣ ନ୍ୟାଶନାଲ କନ୍ଫରେନ୍ସର କର୍ମୀ ବୋଲି ଜଣାପଡିଛି । କାରଫାଲି ମହଲା ଅଞ୍ଚଳରେ ଆତଙ୍କବାଦୀମାନେ ଅତି ନିକଟରୁ ଗୁଳି କରିଥିଲେ । ମୃତକମାନେ ହେଲେ ନ୍ୟାସନାଲ କନଫରେନ୍ସର ସମିନା ଓ ଜବର କଦାଲ । ପୂର୍ବତନ ମୁଖ୍ୟମନ୍ତ୍ରୀ ମେବେବୁବା ମୁଫ୍ତି ଓ ଓମାର ଅବଦୁଲ୍ଳା ଘଟଣାର ତୀବ୍ର ନିନ୍ଦା କରିଛନ୍ତି । ପୁଲିସ ସୂଚନା ଅନୁସାରେ ଆତଙ୍କବାଦୀମାନେ କାରଫାଲି ମହଲା ଅଞ୍ଚଳରେ ଏହି କାଣ୍ଡ ଭିଆଇଛନ୍ତି । ଖୁବ ନିକଟରୁ ସେମାନେ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଆକ୍ରମଣ ଘଟଣା ପଛରେ ହିଜ୍‍ବୁଲ ମୁଜାହିଦ୍ଦିନ ସଂଗଠନର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛ